Allopathy

Home|Allopathy

ଅଂଟାବଥାର ଅତ୍ୟାଧୁନିକ ଚିକିତ୍ସା – Low Back Pain- Endospine Surgery

  ଡା. ପି.ସି. ଦେ ମଡର୍ଣ୍ଣ ଅର୍ଥୋ କ୍ଲିନିକ୍, ୭୫୧, ବେହେରାସାହି, କଳିଙ୍ଗ ଷ୍ଟାଡିୟମର ଦକ୍ଷିଣ ପାଶ୍ୱର୍ ନୟାପଲ୍ଲୀ, ଭୁବନେଶ୍ୱର-୧୨ ଆମ ଶରୀରର ମେରୁଦଣ୍ଡଟି ୩୩ଖଣ୍ଡ ହାଡ଼ ମିଶି ତିଆରି ହୋଇଛି । ବେକରେ ସାତଖଣ୍ଡ, ପିଠିରେ ବାରଖଣ୍ଡ ଓ ଅଂଟାରେ ପାଂଚଖଣ୍ଡ, ମସ୍ତିଷ୍କରୁ ଏକ ଅଂଶ ବାହାରି ଏହିସବୁ ହାଡ଼ ମଝିଦେଇ ଏକ ଲମ୍ବା ମୋଟା ଦଉଡ଼ି ଆକାରରେ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ । ଏହାକୁ ସୁଷୁମ୍ନାକାଣ୍ଡ କୁହାଯାଏ । ପ୍ରାୟ ୨୫ଟି ସ୍ନାୟୁ ଦୁଇ

ଗଣ୍ଠିବାତ ରୋଗ – Rheumatoid Arthritis by Dr. Jyoti Ranjan Parida-Rheumatologist-Bhubaneswar

ଡା. ଜ୍ୟୋତିରଞ୍ଜନ ପରିଡ଼ା ଡି.ଏମ୍ (କ୍ଲିନିକାଲ୍ ଇମ୍ୟୁନୋଲୋଜି) ଆସୋସିଏଟ୍ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଭାଗ ସମ୍ ହସ୍ପିଟାଲ୍   ଗଣ୍ଠିବାତ ଏକ ଦୀର୍ଘସ୍ଥାୟୀ ରୋଗ । ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ଏହାର ଶୀକାର ହୋଇ ନିଜର କାର୍ଯ୍ୟକ୍ଷମତା ହରାଇ ବସୁଛନ୍ତି । ଆମେରିକାର ଏକ ସର୍ଭେ ଅନୁଯାୟୀ, ପ୍ରାୟ ୫୦ ମିଲିୟନ୍ ଆମେରିକାବାସୀ ଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ଥିବାବେଳେ ଏହି ରୋଗ ବିକଳାଙ୍ଗତାର ମୁଖ୍ୟ କାରଣ ଅଟେ । ୧୮ ବର୍ଷ

ଅପସ୍ମାର ରୋଗ- Epilepsy causes, symptoms & treatment by Dr. Sanatan Ratha Neurosurgeon Cuttack

ପ୍ରଫେସର୍ ଡା. ସନାତନ ରଥ ନ୍ୟୁରୋସର୍ଜନ, କଟକ ଅପସ୍ମାର ବା ଏପିଲେପ୍ସି ରେ ସମାଜର ପ୍ରତି ହଜାରରେ ୫ ଜଣ ଆକ୍ରାନ୍ତ ହୋଇଥାଆନ୍ତି । ଗ୍ରାମାଂଚଳରେ ଏହାକୁ ମୂର୍ଚ୍ଛାରୋଗ ବା ଆକାଶମାରୀ ରୋଗ ବୋଲି କୁହାଯାଏ କାରଣ ଏହା ଯେପରି ଆକସ୍ମିକ ଭାବରେ ଆରମ୍ଭ ହୁଏ ସେପରି ଆକସ୍ମିକ ଭାବରେ ଚାଲିଯାଏ ଓ କ୍ରମାଗତ ଭାବରେ ଆକ୍ରମଣ କରିଥାଏ । ରୋଗୀ ମୂର୍ଚ୍ଛା ହେବା ପୂର୍ବରୁ ଅସ୍ୱାଭାବିକ ବ୍ୟବହାର ଦେଖାଉଥିବାରୁ ଲୋକେ ଏହାକୁ ଗୁଣି ଗାରେଡ଼ି ବୋଲି