ଦାନ୍ତମାଢ଼ିରୁ ରକ୍ତସ୍ରାବ
ଦାନ୍ତମାଢ଼ିରୁ ରକ୍ତସ୍ରାବ ଦାନ୍ତର ଯତ୍ନ ନେବାକୁ ଆମେ ଯେତେ ଗୁରୁତ୍ୱ ଦେଇଥାଉ, ଦାନ୍ତମାଢ଼ିକୁ ସାଧାରଣତଃ ସେତେଟା ଗୁରୁତ୍ୱ ଦେଇନଥାଉ । ଦାନ୍ତମାଢ଼ିରୁ ରକ୍ତସ୍ରାବ ହେବା ବା ବ୍ଲିଡିଙ୍ଗ୍ ଗମ୍ ଦେଖା ଦେଲେ ଏହା କେବଳ ଯେ ଦାନ୍ତମାଢ଼ି ରୋଗର ଲକ୍ଷଣ ବୋଲି ବୁଝାଯିବ ତା’ନୁହେଁ ବରଂ ଏହା ଅନେକ ରୋଗ ପ୍ରତି ଆଙ୍ଗୁଳି ନିଦେ୍ର୍ଶ କରିଥାଏ । ଏହା ସହ ଅନେକ ସମସ୍ୟା ଯଥା ପାଟି ଦୁର୍ଗନ୍ଧ, ଦାନ୍ତମାଢ଼ି ଫୁଲା, ଦାନ୍ତ ହଲିବା, ପୀଡ଼ା ଆଦି ସଂଶ୍ଲିଷ୍ଟ