ପ୍ରସିଦ୍ଧ ରିମାଟୋଲୋଜିଷ୍ଟ ଡା. ଜ୍ୟୋତି ରଞ୍ଜନ ପରିଡାଙ୍କ ସହ ସାକ୍ଷାତକାର- Interview with Dr. Jyoti Ranjan Parida- Rheumatologist-Bhubaneswar
ଡା. ଜ୍ୟୋତି ରଞ୍ଜନ ପରିଡା । ସମ୍ ହସ୍ପିଟାଲ୍, ଭୁବନେଶ୍ୱରର ଇମ୍ୟୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗର ବିଭାଗୀୟ ମୂଖ୍ୟ । ଜଗତସିଂହପୁର ଜିଲ୍ଳାରେ ତାଙ୍କର ଜନ୍ମ । ପ୍ରଥମ ଓଡିଆ ଭାବେ ସେ ଏସ୍ଜିପିଜିଆଇଏମ୍ଏସ୍, ଲକ୍ଷ୍ନୌରୁ ଡି.ଏମ୍.(କ୍ଲିନିକାଲ୍ ଇମ୍ୟୁନୋଲୋଜି) ଶିକ୍ଷାରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ୨୦୧୪ ମସିହାରେ ‘ପ୍ରଫେସର୍ ଆର୍. କେ. ଶର୍ମା ବେଷ୍ଟ କ୍ଲିନିସିଆନ୍ ଆୱାର୍ଡ’ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏଯାବତ୍ ତାଙ୍କର ପ୍ରାୟ ୧୫ଟି ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ ଏବଂ ଆର୍ନ୍ତଜାତୀୟ