ସମ୍ ହସପିଟାଲରେ ଓଡିଶାର ପ୍ରଥମ ଯକୃତ ପ୍ରତିରୋପଣ- Liver Transplantation in SUM Hospital Bhubaneswar
ଓଡିଶାରେ ପ୍ରଥମଥର ପାଇଁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ବା ଯକୃତ ପ୍ରତିରୋପଣ କରାଯାଇଛି । ସମ୍ ହସପିଟାଲ୍ ପକ୍ଷରୁ ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି । ଆମ ରାଜ୍ୟରେ ଏଭଳି ଅସ୍ତ୍ରୋପଚାର କରିବା ପାଇଁ ଦୀର୍ଘବର୍ଷ ଧରି ଉଦ୍ୟମ ଚାଲିଥିଲା । ଖବରରୁ ପ୍ରକାଶ ଯେ, ପୁଅଙ୍କ ଯକୃତର ଗୋଟିଏ ଅଂଶ ନିଆଯାଇ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଜଣେ ଜୀବନ୍ତ