health news of odisha

Home|Tag: health news of odisha

ସମ୍ ହସପିଟାଲରେ ଓଡିଶାର ପ୍ରଥମ ଯକୃତ ପ୍ରତିରୋପଣ- Liver Transplantation in SUM Hospital Bhubaneswar

ଓଡିଶାରେ ପ୍ରଥମଥର ପାଇଁ ଭୁବନେଶ୍ୱରସ୍ଥିତ ସମ୍ ହସ୍‌ପିଟାଲରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ବା ଯକୃତ ପ୍ରତିରୋପଣ କରାଯାଇଛି । ସମ୍ ହସପିଟାଲ୍ ପକ୍ଷରୁ ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି । ଆମ ରାଜ୍ୟରେ ଏଭଳି ଅସ୍ତ୍ରୋପଚାର କରିବା ପାଇଁ ଦୀର୍ଘବର୍ଷ ଧରି ଉଦ୍ୟମ ଚାଲିଥିଲା । ଖବରରୁ ପ୍ରକାଶ ଯେ, ପୁଅଙ୍କ ଯକୃତର ଗୋଟିଏ ଅଂଶ ନିଆଯାଇ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଜଣେ ଜୀବନ୍ତ

ଶ୍ରୀ ଜଗନ୍ନାଥ ହାର୍ଟ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ- Health Camp by Shree Jagannath Heart Foundation, Bhubaneswar

ଭୁବନେଶ୍ୱର ପଟିଆ ସ୍ଥିତ ଆର୍ଯ୍ୟପଲ୍ଲୀ କମ୍ୟୁନିଟି ହଲଠାରେ ଶ୍ରୀ ଜଗନ୍ନାଥ ହାର୍ଟ  ଫାଉଣ୍ଡେସନ୍ ପକ୍ଷରୁ ଏକ ନିଃଶୁଳ୍କ ମଧୁମେହ ଓ ହୃଦରୋଗ ନିରୂପଣ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏଚବିଏ୧ସି, ଫାଷ୍ଟିଙ୍ଗ୍ ବ୍ଲଡ୍ ସୁଗାର୍‌, ପିପିବିଏସ୍ ଓ ଲିପିଡ୍ ପ୍ରୋଫାଇଲ୍ ଭଳି କେତେକ ପରୀକ୍ଷା ମାଗଣାରେ କରାଯାଇଥିଲା । ଡା. ହିମାଂଶୁ ଶେଖର ସାହୁ, ଡା. ନିକିତା ମହାପାତ୍ର ଓ ହୃଦରୋଗ ବିଶେଷଜ୍ଞ ଡା. ପଞ୍ଚାନନ ସାହୁ