ଉତ୍ତମ ଓ ସୁଷମ ଖାଦ୍ୟ
ପ୍ରଫେସର ଡା. ବୀରେନ୍ଦ୍ର କିଶୋର ଦାସ ଡାଇରେକ୍ଟର, ଉତ୍କଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ହସ୍ପିଟାଲ୍ ଭୁବନେଶ୍ୱର ଏକ ସୁସ୍ଥ ଜୀବନ ପାଇଁ ଉତ୍ତମ ଓ ସୁଷମ ଖାଦ୍ୟର ପ୍ରୟୋଜନ ହୋଇଥାଏ । ଦୈନନ୍ଦିନ ଜୀବନରେ ଖାଦ୍ୟ ଗ୍ରହଣ କରିବା ଏକ ପ୍ରଧାନ କାର୍ଯ୍ୟ ହୋଇଥାଏ । ଖାଦ୍ୟ ବିନା ଜୀବନ ରକ୍ଷା ଅସମ୍ଭବ । ଅନେକ ସମୟରେ ଆମେ କ’ଣ ଖାଇବା, କ’ଣ ନଖାଇବା, ତାହା ପାଇଁ ବ୍ୟସ୍ତ ହୋଇଥାଉ । ଶରୀର ଉତ୍ତମ