ସୁଖନିଦ୍ରା ପାଇଁ ଉତ୍ତମ ଗଦି(ମ୍ୟାଟ୍ରେସ୍‌)ର ଭୂମିକା ଓ କିଛି ଟିପସ୍- Role of mattress in sleeping

ସରୋଜ କୁମାର ପାତ୍ର ପରିଚାଳନା ନିର୍ଦ୍ଦେଶକ, ସୌକିନ୍ ମ୍ୟାଟ୍ରେସ୍‌ ଭୁବନେଶ୍ୱର ବର୍ତ୍ତମାନର ବ୍ୟସ୍ତ ବହୁଳ ଦିନଚର୍ଯ୍ୟା ଫଳରେ ଅଧିକାଂଶ ଲୋକଙ୍କ ନିଦ୍ରା ସଠିକ୍ ହେଉନାହିଁ । ତେବେ ଏକ ଉତ୍ତମ ଜୀବନଶୈଳୀ ପାଇଁ ସୁଖନିଦ୍ରା ଅତ୍ୟନ୍ତ ଆବଶ୍ୟକ । କାରଣ ନିଦ ଠିକ୍ ହେଲେ ଅଣ୍ଟାବ୍ୟଥା ଦୂର ହୁଏ, ସ୍ମରଣ ଶକ୍ତି ବୃଦ୍ଧି ହୁଏ, ସୃଜନଶୀଳତାର ବୃଦ୍ଧି ହୁଏ, ପରମାୟୁ ବୃଦ୍ଧି ହୁଏ, ରକ୍ତଚାପ ନିୟନ୍ତ୍ରିତ ରହେ, ସ୍ଫୁର୍ତ୍ତି ଲାଗେ ତଥା ଏକାଗ୍ରତା ବୃଦ୍ଧି ଭଳି ଅନେକ