କାନ ବ୍ୟଥା-Ear Pain Article by Prof. Dr. Rajlaxmi panigrahi
ପ୍ରଫେସର ଡା. ରାଜଲକ୍ଷ୍ମୀ ପାଣିଗ୍ରାହୀ କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ଭୁବନେଶ୍ୱର କାନ ବ୍ୟଥା ଏକ ଅତି ସାଧାରଣ ସମସ୍ୟା । ଏହା ପ୍ରତି ବୟସରେ ଦେଖାଦିଏ । ଛୋଟ ପିଲା ପାଖରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ । ଏହା ଦିନ ଅବା ରାତି - ଯେ କୌଣସି ସମୟରେ ଦେଖା ଦେଇପାରେ । ଯେ କୌଣସି ଋତୁରେ ବି ଦେଖାଯାଇପାରେ । ଏଣୁ ଏହା ଏକ ନିତିଦିନିଆ କଷ୍ଟ, କିନ୍ତୁ ଆଶ୍ଚର୍ଯ୍ୟର କାରଣ ଏହି କି ଯେ