ଅଂଟାବଥାର ଅତ୍ୟାଧୁନିକ ଚିକିତ୍ସା – Low Back Pain- Endospine Surgery
ଡା. ପି.ସି. ଦେ ମଡର୍ଣ୍ଣ ଅର୍ଥୋ କ୍ଲିନିକ୍, ୭୫୧, ବେହେରାସାହି, କଳିଙ୍ଗ ଷ୍ଟାଡିୟମର ଦକ୍ଷିଣ ପାଶ୍ୱର୍ ନୟାପଲ୍ଲୀ, ଭୁବନେଶ୍ୱର-୧୨ ଆମ ଶରୀରର ମେରୁଦଣ୍ଡଟି ୩୩ଖଣ୍ଡ ହାଡ଼ ମିଶି ତିଆରି ହୋଇଛି । ବେକରେ ସାତଖଣ୍ଡ, ପିଠିରେ ବାରଖଣ୍ଡ ଓ ଅଂଟାରେ ପାଂଚଖଣ୍ଡ, ମସ୍ତିଷ୍କରୁ ଏକ ଅଂଶ ବାହାରି ଏହିସବୁ ହାଡ଼ ମଝିଦେଇ ଏକ ଲମ୍ବା ମୋଟା ଦଉଡ଼ି ଆକାରରେ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ । ଏହାକୁ ସୁଷୁମ୍ନାକାଣ୍ଡ କୁହାଯାଏ । ପ୍ରାୟ ୨୫ଟି ସ୍ନାୟୁ ଦୁଇ