ଫ୍ଲାସ୍ବ୍ୟାକ୍ରେ ଡା. ସମ୍ରାଟ କର- Life story of Dr. Samrat Kar Psychiatrist Cuttack
ମତେ କାହିଁକି ଭଲ କଲେ ବୋଲି ସେ ବହୁତ କାନ୍ଦିଥିଲେ - ଡା. ସମ୍ରାଟ କର ନାଁ ତାଙ୍କର ସମ୍ରାଟ । ଚେହେରା, ଠାଣି, ବାଣୀ ଓ ସାମର୍ଥ୍ୟ ବି ସେମିତି । ଜଣେ ସଫଳ ମାନସିକ ଚିକିତ୍ସକ ଭାବେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତି ଲାଭ କରିଛନ୍ତି ସେ । କେବଳ ମାନସିକ ଚିକିତ୍ସକ କହିଲେ ଯଥେଷ୍ଟ ହେବ ନାହିଁ, ସେ ମଧ୍ୟ ଏକ ସୁନ୍ଦର ହୃଦୟ, ମନର ଅଧିକାରୀ । ସେଇ ହୃଦୟ ଦେଇ,