ଇନଫ୍ଲୁଏଞ୍ଜା -Influenza Description by Dr. Pradeep Kumar Giri Pulmonologist Cuttack
ଡା. ପ୍ରଦୀପ କୁମାର ଗିରି ଏମ୍ ଡି (ପଲମୋନାରୀ ମେଡିସିନ୍) କନସଲଟାଂଟ୍ (ଚେଷ୍ଟ୍ ଆଣ୍ଡ୍ ଟିବି) କ୍ରିଟିକାଲ୍ କେୟାର୍ ଆଣ୍ଡ୍ ଇଂଟରଭେନସନାଲ୍ ପଲମନୋଲୋଜିଷ୍ଟ କଟକ ‘ଇନଫ୍ଲୁଏଞ୍ଜା’ ଶବ୍ଦ ସହ ଆମେମାନେ ଊଣା ଅଧିକେ ସମସ୍ତେ ପରିଚିତ । ଅନେକ କ୍ଷେତ୍ରରେ ଏହାକୁ ‘ଫ୍ଲୁ’ ବୋଲି ମଧ୍ୟ କୁହାଯାଏ । ଏହା ହେଉଛି ଏକ ଗୁରୁତର ସଂକ୍ରମକ ରୋଗ ( ଜଣକଠୁ ଆଉ ଜଣକୁ ସହଜରେ ବ୍ୟାପୁଥିବା), ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ । ଏହି