ସାମ୍ପ୍ରତିକ ସମୟରେ ଯୋଗ

(ଉପସ୍ଥାପନା ଡା. ଗୌରୀଶଙ୍କର ପଣ୍ଡା) ସାମ୍ପ୍ରତିକ ସମୟରେ ଯୋଗ ଏକ ବହୁ ଚର୍ଚ୍ଚିତ ବିଷୟ । ସମାଜର ପ୍ରାୟ ସବୁ ବର୍ଗର ଲୋକ ଯୋଗ ବିଷୟରେ ଜାଣିବାକୁ ଏବଂ ଯୋଗାଭ୍ୟାସ କରିବାକୁ ଆଗ୍ରହୀ । ନିଜ ନିଜ ଢ଼ଙ୍ଗରେ ଲୋକେ ଏହାକୁ ବିଚାର କରିବା ଫଳରେ ଏହାର ଆଧୁନିକ ସ୍ୱରୂପ ଖୁବ୍ ବ୍ୟାପକ ହୋଇଗଲାଣି । ବିଗତ କିଛି ବର୍ଷ ମଧ୍ୟରେ ଯୋଗ ନିଜର ଭାରତୀୟ ସ୍ୱରୂପରୁ ଉର୍ଦ୍ଧ୍ୱକୁ ଯାଇ ବିଶ୍ୱ ସ୍ତରରେ ଗ୍ରହଣୀୟ ହୋଇ ପାରିଛି