apollo hospital bbsr

Home|Tag: apollo hospital bbsr

ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ – By Sunita Sahoo

ସୁନୀତା ସାହୁ ମୁଖ୍ୟ ଖାଦ୍ୟ ବିଶେଷଜ୍ଞ ଆପୋଲୋ ହସ୍ପିଟାଲ୍‌ ଭୁବନେଶ୍ୱର ମହିଳାମାନେ ଆଜିକାଲି ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି । ନିଜର ବହୁମୂଖୀ ଭୂମିକା ସହ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ମହିଳାମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ମହିଳମାନଙ୍କ ସ୍ୱାସ୍ଥ୍ୟକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ କେତୋଟି ଖାଦ୍ୟ ଟିପ୍‌ସ । ସନ୍ତୁଳିତ ଆହାର ନିରୁପଣ କରନ୍ତୁ ଦିନସାରା କାର୍ଯ୍ୟ କରିବା ପାଇଁ ଖାଦ୍ୟରେ ଶ୍ୱେତସାର

ଲେଜର୍ ଦ୍ୱାରା ଅବାଂଛିତ ଲୋମର ମୂଳୋତ୍ପାଟନ- Unwanted Hair Removal by Laser-Dr. Laxmikanta Mishra

ଡା. ଲକ୍ଷ୍ମୀକାନ୍ତ ମିଶ୍ର ସିନିୟର୍ କନସଲ୍‌ଟାଂଟ୍ (କସ୍ମେଟିକ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ) ଭୁବନେଶ୍ୱର ଶରୀରରୁ ଅବାଂଛିତ ଲୋମ ସବୁକୁ ଲେଜର୍ ଲାଇଟର ସ୍ପନ୍ଦନକୁ ଉପଯୋଗ କରି ମୂଳୋତ୍ପାଟନ କରିବା ପଦ୍ଧତିକୁ ‘ଲେଜର ହେୟାର୍ ରିମୁଭାଲ୍‌’ ବୋଲି କୁହାଯାଏ, ଯେଉଁଥିରେ ଅବାଂଛିତ ଲୋମର ଲୋମକୂପ ସବୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ । ‘ଲେଜର୍ ହେୟାର୍ ରିମୁଭାଲ୍‌’ର ମୂଳତତ୍ତ୍ୱ ହେଉଛି ସିଲେକ୍ଟିଭ୍ ଫଟୋଥର୍ମୋଲାଇସିସ୍‌, ଯାହାର ଅର୍ଥ ଶରୀରର କୌଣସି ଏକ ଅଂଶରେ ନିର୍ଦ୍ଧାରିତ ଟିସୁ ଉପରେ ଏକ ନିର୍ଦ୍ଦିଷ୍ଟ