ଡା. ସମୀର ସାହୁଙ୍କ ସହ ସାକ୍ଷାତକାର – Interview with Dr. Samir Sahu

ଡା. ସମୀର ସାହୁ । କ୍ରିଟିକାଲ୍ କେୟାର୍ ଏବଂ ପଲମନୋଲୋଜି କ୍ଷେତ୍ରରେ ଏକ ପରିଚିତ ନାମ । ସେ ହେଉଛନ୍ତି ଓଡିଶାର ପ୍ରଥମ ଇଣ୍ଟେସିଭିଷ୍ଟ । ୧୯୯୮ ମସିହାରେ ଓଡିଶାରେ ପ୍ରଥମ କରି କଳିଙ୍ଗ ହସପିଟାଲରେ କ୍ରିଟିକାଲ୍ କେୟାର୍ ବିଭାଗ ଆରମ୍ଭ କରିବାରେ ତାଙ୍କର ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ୨୦୦୪ ମସିହାରେ ସେ କଳିଙ୍ଗ ହସ୍‌ପିଟାଲ୍‌ରେ ଆରମ୍ଭ କରିଥିଲେ କ୍ରଟିକାଲ୍ କେୟାର୍ ଟ୍ରେନିଂ କୋର୍ସ । କ୍ୟାପିଟାଲ୍ ହସ୍‌ପିଟାଲ୍ ଓ ଅନ୍ୟାନ୍ୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ