ଜାପାନୀ ଜ୍ୱର

ଡା. ମଣିରାମ ଜେନା ବିଶେଷଜ୍ଞ, ପ୍ରାଣୀ ଚିକିତ୍ସା ପଲିିକ୍ଲିନିକ୍ ଶହୀଦ ନଗର, ଭୁବନେଶ୍ୱର କିଛି ବର୍ଷ ତଳେ ଆମ ରାଜ୍ୟରେ ଜାପାନୀ ଜ୍ୱର ବା ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ଅନେକ ଜୀବନହାନି ଘଟାଇଥିଲା । ଏହି ରୋଗ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାପକ ଧନଜୀବନ ନଷ୍ଟ କରିଥିଲା । ଅନୁନ୍ନତ ଏବଂ ଅଶିକ୍ଷିତ ଲୋକମାନେ ଏବଂ ସେମାନଙ୍କର ପିଲାମାନେ ମୁଖ୍ୟତଃ ଏହି ରୋଗର ଶୀକାର ବନିଥିଲେ । କିନ୍ତୁ ସେହି ଜିଲ୍ଲାର ଶିକ୍ଷିତ