ଆଲ୍ଜାଇମର୍- Alzheimer’s Disease by Dr. Akhil Kumar Panda- Neurologist-Bhubaneswar

ଡା. ଅଖିଳ କୁମାର ପଣ୍ଡା ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱର ଆଲ୍ଜାଇମର୍ ରୋଗ କ’ଣ? ଆଲ୍ଜାଇମର୍, ମସ୍ତିଷ୍କର ଏକ ରୋଗ । ଏହି ରୋଗ କାରଣରୁ ମସ୍ତିଷ୍କର ଅନେକ ତନ୍ତ୍ରିକା କୋଷ ମୃତ୍ୟୁବରଣ କରିଥାନ୍ତି । ଏହା ଦ୍ୱାରା ବିଭିନ୍ନ ବସ୍ତୁକୁ ଚିହ୍ନିବା, ସ୍ପଷ୍ଟ ଚିନ୍ତା କରିବା ଓ ଉପଯୁକ୍ତ ନିଷ୍ପତି ନେବା ଆଦି ମାନସିକ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏହା ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ବୟସ ବଢ଼ିବା ସହ