ଫ୍ଲାସବ୍ୟାକ୍ରେ ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ- Lifestory of Prof. Dr. Ghanashyam Biswas Medical Oncologist Bhubaneswar
ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ । ପ୍ରସିଦ୍ଧ ମେଡିକାଲ୍ ଅଙ୍କଲୋଜିଷ୍ଟ । ବର୍ତମାନ ସେ ଭୁବନେଶ୍ୱରସ୍ଥିତ ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଏବଂ ଏହା ସହ ସମ୍ ହସ୍ପିଟାଲରେ ମେଡିକାଲ ଅଙ୍କୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ । ବ୍ୟକ୍ତିଗତ ଜୀବନରେ ଖୁବ୍ ସାଦାସିଧା ଏବଂ କମ୍ କଥା କହୁଥିବା ଜଣେ ସରଳ ନିଷ୍କପଟ ମଣିଷ । ରୋଗୀସେବା ତାଙ୍କ ଜୀବନର ବ୍ରତ । କର୍କଟ ରୋଗର ଚିକିତ୍ସାରେ ସେ ଅନେକ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି