ପ୍ରଫେସର ଡା. ଜୟନ୍ତ କୁମାର ଦାଶଙ୍କ ସହ ସାକ୍ଷାତକାର- Interview with Prof. Dr. Jayant Kumar Dash Plastic & Cosmetic Surgeon Bhubaneswar
ପ୍ରଫେସର ଡା. ଜୟନ୍ତ କୁମାର ଦାଶ । ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର୍ ହସ୍ପିଟାଲର ପ୍ଲାଷ୍ଟିକ୍ ଆଣ୍ଡ୍ କସ୍ମେଟିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ । ଗଣିଆ, ଅବିଭକ୍ତ ପୁରୀ ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ବାପାଙ୍କ ନାମ ଡ. ଗୋପବନ୍ଧୁ ଦାଶ ଓ ମା’ଙ୍କ ନାମ ଜ୍ୟୋତ୍ସ୍ନାମୟୀ ଦାଶ । ବାପା ଓଡ଼ିଆ ପ୍ରଫେସର ଥିଲେ । ପ୍ରଫେସର ଡା. ଜୟନ୍ତ ଦାଶଙ୍କ ଉଦ୍ୟମରେ ସମ୍ ହସ୍ପିଟାଲ୍ରେ ସ୍ଥାପିତ