ଆମ୍ରି ହସ୍‌ପିଟାଲ୍‌ରେ ଜଟିଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ଗଜ୍ କନା ବାହାର କଲେ ଡା. ସୌମେନ୍ ରୟ

ଆମ୍ରି ହସ୍‌ପିଟାଲ୍‌ସ, ଭୁବନେଶ୍ୱରରେ ଅଭିଜ୍ଞ ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନାଲ୍ ସର୍ଜନ ଡା. ସୌମେନ୍ ରୟ ଏକ ଜଟିଳ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ଦୁଇ ବର୍ଷ ଧରି ରହିଥିବା ଗଜ୍ କନାକୁ ଅପରେସନ୍ ଦ୍ୱାରା ବାହାର କରିଛନ୍ତି । ଫଳରେ ମହିଳାଙ୍କ ଜୀବନରକ୍ଷା ହେବା ସହ ଦୀର୍ଘ ଦୁଇବର୍ଷ ଧରି ଭୋଗୁଥିବା ଅସହ୍ୟ ପେଟବ୍ୟଥା ଓ ପେଟଫୁଲାରୁ ଆରୋଗ୍ୟଲାଭ କରିଛନ୍ତି । ୨୦୧୯ ଫେବୃଆରୀ ମାସରୁ ତାଙ୍କ ପେଟରେ ସର୍ଜିକାଲ୍ ଗଜ୍‌କନାଟିଏ ରହିଯାଇଥିଲା, ଯେଉଁଥିପାଇଁ ତାଙ୍କ ପେଟବ୍ୟଥା ଓ