editor swasthyaswara

Home|Tag: editor swasthyaswara

ଅଜୀର୍ଣ୍ଣ ରୋଗ ଓ ଆୟୁର୍ବେଦରେ ଏହାର ଉପଚାର

(ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା) ସେବନ କରିଥିବା ଭୋଜନ ଯଦି ଠିକ୍ ଢଙ୍ଗରେ ପାଚନ / ହଜମ ହେଲା ନାହିଁ, ତାହା ହେଉଛି ‘ଅଜୀର୍ଣ୍ଣ’ (ଇନ୍‌ଡାଇଜେସନ୍‌) । ଜଠରାଗ୍ନିର ମନ୍ଦତା ଯୋଗୁଁ ଭୋଜନର ପରିପାକ ହୋଇପାରେ ନାହିଁ ଏବଂ ଏହି ଭୋଜନର ଅପରିପକ୍ୱତାକୁ ‘ଅଜୀର୍ଣ୍ଣର୍’ କୁହାଯାଇଥାଏ । ଭୋଜନ ଯେତେବେଳେ ହଜମ ହୁଏ ନାହିଁ, ସେହି ଅପକ୍ୱ ଅନ୍ନମାନଙ୍କୁ ‘ଆମ’ କୁହାଯାଏ । ଅଜୀର୍ଣ୍ଣକୁ ଅନେକ ରୋଗର ମୂଳ କୁହାଯାଇଥାଏ ।   ଅଜୀର୍ଣ୍ଣର କାରଣ ଉପବାସ

ଦାନ୍ତମାଢ଼ିରୁ ରକ୍ତସ୍ରାବ

ଦାନ୍ତମାଢ଼ିରୁ ରକ୍ତସ୍ରାବ ଦାନ୍ତର ଯତ୍ନ ନେବାକୁ ଆମେ ଯେତେ ଗୁରୁତ୍ୱ ଦେଇଥାଉ, ଦାନ୍ତମାଢ଼ିକୁ ସାଧାରଣତଃ ସେତେଟା ଗୁରୁତ୍ୱ ଦେଇନଥାଉ । ଦାନ୍ତମାଢ଼ିରୁ ରକ୍ତସ୍ରାବ ହେବା ବା ବ୍ଲିଡିଙ୍ଗ୍ ଗମ୍ ଦେଖା ଦେଲେ ଏହା କେବଳ ଯେ ଦାନ୍ତମାଢ଼ି ରୋଗର ଲକ୍ଷଣ ବୋଲି ବୁଝାଯିବ ତା’ନୁହେଁ ବରଂ ଏହା ଅନେକ ରୋଗ ପ୍ରତି ଆଙ୍ଗୁଳି ନିଦେ୍‌ର୍ଶ କରିଥାଏ । ଏହା ସହ ଅନେକ ସମସ୍ୟା ଯଥା ପାଟି ଦୁର୍ଗନ୍ଧ, ଦାନ୍ତମାଢ଼ି ଫୁଲା, ଦାନ୍ତ ହଲିବା, ପୀଡ଼ା ଆଦି ସଂଶ୍ଲିଷ୍ଟ

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଆଲେଖ୍ୟ ‘ତମାଖୁ ବର୍ଜନ: ସୁସ୍ଥ ଜୀବନ’ (ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା)

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଆଲେଖ୍ୟ ‘ତମାଖୁ ବର୍ଜନ: ସୁସ୍ଥ ଜୀବନ’ (ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା) ବର୍ତମାନ ସାରା ବିଶ୍ୱରେ ‘ତମାଖୁ ସେବନ’ ଏକ ଗୁରୁତର ସମସ୍ୟା ରୂପେ ମୁଣ୍ଡ ଟେକିଲାଣି । ତମାଖୁ ସେବନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମଇ ମାସ ୩୧ ତାରିଖରେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରାଯାଏ । ପ୍ରତି ବର୍ଷ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଥିମ୍‌କୁ ନେଇ ଏହି