kidney diseases treatment doctors in bbsr

Home|Tag: kidney diseases treatment doctors in bbsr

କରୋନା ଏବଂ କିଡନି ରୋଗୀ- Corona and Kidney Patients by Dr. Biswajit Nanda Urologist-Kidney Transplant Surgeon-Andrologist Sum Ultimate Medicare Bhubaneswar

ସମଗ୍ର ବିଶ୍ୱରେ ଏବେ ମହାମାରୀ କରୋନା ବା କୋଭିଡ୍‌-୧୯କୁ ନେଇ ଚର୍ଚ୍ଚା । ସବୁଠି ଆଶଙ୍କା । ସମସ୍ତେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଲୋକଙ୍କ ମନରେ କରୋନାକୁ ନେଇ ଏବେ ବହୁତ ପ୍ରଶ୍ନ ଉଙ୍କିମାରୁଛି ଏବଂ ଏହା ସ୍ୱାଭାବିକ ମଧ୍ୟ । କାରଣ, କରୋନା କାରଣରୁ ଅନେକ ଜୀବନ ଚାଲିଗଲାଣି । ଅନେକଙ୍କ ଜୀବିକା ପୁରା ଠପ୍ ହୋଇଯାଇଛି । ଏହି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ହସ୍‌ପିଟାଲ୍‌ମାନଙ୍କ ପାଇଁ

ଡା. ବିଶ୍ୱଜିତ ନନ୍ଦଙ୍କ ସହ ସାକ୍ଷାତକାର- Interview with Dr Biswajit Nanda Urologist Bhubaneswar

ଡା. ବିଶ୍ୱଜିତ ନନ୍ଦ । ସମ୍ପ୍ରତି ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସପିଟାଲରେ ୟୁରୋଲେଜେିଷ୍ଟ (ମୂତ୍ରଶଲ୍ୟ ବିଶେଷଜ୍ଞ) ଭାବେ କାର୍ଯ୍ୟରତ । କିଡନି ପ୍ରତିରୋପଣ, ପ୍ରୋଷ୍ଟେଟ୍ ଗ୍ରନ୍ଥି ଚିକିତ୍ସା ଓ କିଡନି ଷ୍ଟୋନ୍ ଚିକିତ୍ସା ଇତ୍ୟାଦିରେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ୍ କମ୍ ସମୟ ମଧ୍ୟରେ ମୂତ୍ରଶଲ୍ୟ ଚିକିତ୍ସାରେ ଯଥେଷ୍ଟ ପ୍ରସିଦ୍ଧି ପାଇସାରିଲେଣି । ତାଙ୍କ ରଚିତ ନିବନ୍ଧ ଗୁଡିକ ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି । ଉକୃଷ୍ଟ ରୋଗୀ ସେବା ପାଇଁ ସେ ବିଭିନ୍ନ ଅନୁଷ୍ଟାନ