ଡା. ଆଦିତ୍ୟ ସାମଲଙ୍କ ସହ ସାକ୍ଷାତକାର- Interview with Dr Aditya Samal Cardiologist Utkal Hospital Bhubaneswar
ଯେଉଁ କିଛି ଓଡିଆ ଡାକ୍ତର ବିଦେଶରେ ରହି ମଧ୍ୟ ଓଡିଶାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଚିନ୍ତା କରନ୍ତି, ସେମାନଙ୍କ ମଧ୍ୟରୁ ଡା. ଆଦିତ୍ୟ ସାମଲ ଅନ୍ୟତମ । ସୁଦୂର ଆମେରିକାରେ ଜଣେ କାର୍ଡିଓଲୋଜିଷ୍ଟ୍ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ତାଙ୍କରି ଉଦ୍ୟମରେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ଉତ୍କଳ ହସ୍ପିଟାଲ୍) । ଆସନ୍ତୁ ଭେଟିବା ତାଙ୍କୁ । ରୋଗୀର ସମସ୍ୟା ଧୈର୍ଯ୍ୟର ସହ ଶୁଣିବା ଆବଶ୍ୟକ