ଚର୍ମ ଦାନ କରନ୍ତୁ, ଜୀବନ ରକ୍ଷା କରନ୍ତୁ-Skin Donation Article by Dr. Jayant Kumar Dash Plastic & Cosmetic Surgeon Bhubaneswar
ପ୍ରଫେସର ଡା. ଜୟନ୍ତ କୁମାର ଦାଶ ବିଭାଗୀୟ ମୁଖ୍ୟ ବର୍ଣ୍ଣ, ପ୍ଲାଷ୍ଟିକ୍ ଆଣ୍ଡ୍ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ଚର୍ମ ଆମ ଶରୀରର ଏକ ରକ୍ଷାକାରୀ ଅଙ୍ଗ । ଯେତେବେଳେ ଗୋଟିଏ ଲୋକ ପୋଡ଼ିଯାଏ ଏହି ଅଙ୍ଗ ନଷ୍ଟ ହୋଇଯାଏ । ଯାହାକି ମୃତ୍ୟୁକାଳୀନ ସଂକ୍ରମଣ ପାଇଁ ଦାୟୀ ହୋଇଥାଏ । ଯଦି ଯଥେଷ୍ଟ ଚର୍ମ ଚର୍ମଦାନ ସଂସ୍ଥାରେ ସଂରକ୍ଷିତ ଥାଏ, ତେବେ ଏହା ଦ୍ୱାରା ବହୁତ ଜଳାପୋଡ଼ା ରୋଗୀଙ୍କୁ ଅକର୍ମଣ୍ୟତା କିମ୍ବା ମୃତ୍ୟୁମୁଖରୁ