best ayurvedic psysician in bbsr

Home|Tag: best ayurvedic psysician in bbsr

ପଞ୍ଚକର୍ମ_ Panchakarma_Ayurvedic Article_By Dr GSP Mishra

ଡା. ଗୌରୀଶଙ୍କର ପ୍ରସାଦ ମିଶ୍ର ଏମଡି, ଏଫ୍‌.ଆଇ.ପି.ଏସ୍‌. ଭୁବନେଶ୍ୱର କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତମ ସ୍ୱାସ୍ଥ୍ୟ ହିଁ ଜୀବନର ଜରୁରୀ ଉପଲବଧି । ତେଣୁ ସୁସ୍ଥ ରହିବା ନିଜର ଏକ ସାମାଜିକ ଅଧିକାର ଏବଂ ନୈତିକ ମୂଲ୍ୟବୋଧ ଅଟେ । ଏହି ପ୍ରସଙ୍ଗରେ ଆୟୁର୍ବେଦର ଆଭିମୁଖ୍ୟ ଖୁବ୍ ସ୍ପଷ୍ଟ ଏବଂ ଉପଯୋଗୀ । ଏହାର ମୁଖ୍ୟ ଉଦ୍ଦେଶ୍ୟ ସୁସ୍ଥ ଲୋକର ସ୍ୱାସ୍ଥ୍ୟରକ୍ଷା ଏବଂ ରୋଗୀର ରୋଗ ଦୂର କରିବା । ଏହି ଉଦ୍ଦେଶ୍ୟକୁ

ଘି’ କୁଆଁରୀ (ଏଲୋ ଭେରା)- ଏକ ଅବ୍ୟର୍ଥ ଔଷଧୀୟ ଗଛ- Aloe Vera

ଡା. କ୍ଷୀରୋଦ କୁମାର ରଥ ଭୁବନେଶ୍ୱର ଆଜିକାଲି ଗଛଲତାର ବ୍ୟବହାର ଅନେକାଂଶରେ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳର ଲୋକେ ଏହାକୁ ଔଷଧ ଭାବେ ବ୍ୟବହାର କରୁଥିବାବେଳେ, ସହର ଏବଂ ଆଭିଜାତ୍ୟ ବର୍ଗ ମଧ୍ୟରେ ଏହାର ବ୍ୟବହାର କସ୍ମେଟିକ ବା ନିଉଟ୍ରାସିଉଟିକାଲ୍ ଭାବେ ଆଦୃତ ହେଉଛି । ପ୍ରକୃତି ଆମକୁ ଅନେକ ସମ୍ପଦ ଦେଇଛି । ଗଛଲତା ତନ୍ମଧ୍ୟରୁ ଅନ୍ୟତମ । ଆମ ଚତୁଃପାଶ୍ୱର୍ ଅନେକ ଔଷଧୀୟ ସବୁଜିମାରେ ଭରିରହିଛି । ତାହାର ଚିହ୍ନଟ କରି ଉପଯୋଗ କରିବା

ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସକ ପ୍ରଫେସର୍ ଡା. କାମଦେବ ଦାସଙ୍କ ସହ ସାକ୍ଷାତକାର- Interview with Dr. Kamadev Das

ଆୟୁର୍ବେଦ ଚିକିତ୍ସା ଜଗତରେ ପ୍ରଫେସର୍ ଡା. କାମଦେବ ଦାସ ଏକ ଜଣାଶୁଣା ନାଁ । ବିଭିନ୍ନ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ମାନଙ୍କରେ ଦୀର୍ଘ ଦିନ ଧରି ଅଧ୍ୟାପନା ପରେ ଶେଷରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିଛନ୍ତି । ଅଧ୍ୟାପନାରେ ଯେତିକି ଛାତ୍ରଛାତ୍ରୀଙ୍କ ପ୍ରିୟ, ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେତିକି ଲୋକପ୍ରିୟ । ଅବସର ପରେ ମଧ୍ୟ ରୋଗୀ ସେବାରେ ବ୍ୟସ୍ତ । ଏବେ ବି ଜ୍ଞାନ ଆହରଣରେ ବ୍ୟସ୍ତ; ରୀତିମତ୍