dr. prasant parida gastroenterologist cuttack

Home|Tag: dr. prasant parida gastroenterologist cuttack

ଜଏଗାଁରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ _Health camp news_Balikuda_Jagatsinghpur

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଜଏଗାଁସ୍ଥିତ ଶ୍ରୀକୃଷ୍ଣ ଗୁରୁକୁଳ ପରିସରରେ ଓଡିଶା ଆର୍ଥ୍ରାଇଟିସ୍ ଓ ରିମାଟୋଲୋଜି ସେଂଟର୍ ଏବଂ ବଂଶୀଧର ମେମୋରିଆଲ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଂଟନ କରାଯାଇଥିଲା ।   ଏହି ଶିବିରରେ ରିମାଟୋଲୋଜିଷ୍ଟ୍ ଡା. ଜ୍ୟୋତିରଞ୍ଜନ ପରିଡା, ଗ୍ୟାଷ୍ଟ୍ରୋଏଂଟେରୋଲିଷ୍ଟ୍ ଡା ପ୍ରଶାନ୍ତ କୁମାର ପରିଡା, ମେଡିସିନ୍ ସ୍ପେସାଲିଷ୍ଟ୍

ଫ୍ଲାସବ୍ୟାକ୍‌ରେ ଡା. ପ୍ରଶାନ୍ତ କୁମାର ପରିଡ଼ା-Life story of Dr Prasant Kumar Parida Gastroenterologist Cuttack

ଡା. ପ୍ରଶାନ୍ତ କୁମାର ପରିଡ଼ା । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟରତ । ଖୁବ୍ କମ୍ ବୟସରେ ସେ ଜଣେ ସଫଳ ଚିକିତ୍ସକ ଭାବେ ଯଥେଷ୍ଟ ପ୍ରସିଦ୍ଧି ପାଇସାରିଲେଣି । ତାଙ୍କ ସହ ଥରୁଟେ ମିଶିଲେ ହିଁ ଜାଣିହୁଏ ସେ କେତେ ଶାନ୍ତ, ସରଳ ଓ ଅମାୟିକ । ନିଜର ଏହି ସ୍ୱଭାବ ପାଇଁ ରୋଗୀଙ୍କ ମହଲରେ ବେଶ୍ ପରିଚିତ । ଖୁବ୍