ପଞ୍ଚକର୍ମ_ Panchakarma_Ayurvedic Article_By Dr GSP Mishra
ଡା. ଗୌରୀଶଙ୍କର ପ୍ରସାଦ ମିଶ୍ର ଏମଡି, ଏଫ୍.ଆଇ.ପି.ଏସ୍. ଭୁବନେଶ୍ୱର କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତମ ସ୍ୱାସ୍ଥ୍ୟ ହିଁ ଜୀବନର ଜରୁରୀ ଉପଲବଧି । ତେଣୁ ସୁସ୍ଥ ରହିବା ନିଜର ଏକ ସାମାଜିକ ଅଧିକାର ଏବଂ ନୈତିକ ମୂଲ୍ୟବୋଧ ଅଟେ । ଏହି ପ୍ରସଙ୍ଗରେ ଆୟୁର୍ବେଦର ଆଭିମୁଖ୍ୟ ଖୁବ୍ ସ୍ପଷ୍ଟ ଏବଂ ଉପଯୋଗୀ । ଏହାର ମୁଖ୍ୟ ଉଦ୍ଦେଶ୍ୟ ସୁସ୍ଥ ଲୋକର ସ୍ୱାସ୍ଥ୍ୟରକ୍ଷା ଏବଂ ରୋଗୀର ରୋଗ ଦୂର କରିବା । ଏହି ଉଦ୍ଦେଶ୍ୟକୁ