ଫ୍ଲାସବ୍ୟାକ୍ରେ ଡା. ପ୍ରଶାନ୍ତ କୁମାର ପରିଡ଼ା-Life story of Dr Prasant Kumar Parida Gastroenterologist Cuttack
ଡା. ପ୍ରଶାନ୍ତ କୁମାର ପରିଡ଼ା । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟରତ । ଖୁବ୍ କମ୍ ବୟସରେ ସେ ଜଣେ ସଫଳ ଚିକିତ୍ସକ ଭାବେ ଯଥେଷ୍ଟ ପ୍ରସିଦ୍ଧି ପାଇସାରିଲେଣି । ତାଙ୍କ ସହ ଥରୁଟେ ମିଶିଲେ ହିଁ ଜାଣିହୁଏ ସେ କେତେ ଶାନ୍ତ, ସରଳ ଓ ଅମାୟିକ । ନିଜର ଏହି ସ୍ୱଭାବ ପାଇଁ ରୋଗୀଙ୍କ ମହଲରେ ବେଶ୍ ପରିଚିତ । ଖୁବ୍