ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ – By Sunita Sahoo
ସୁନୀତା ସାହୁ ମୁଖ୍ୟ ଖାଦ୍ୟ ବିଶେଷଜ୍ଞ ଆପୋଲୋ ହସ୍ପିଟାଲ୍ ଭୁବନେଶ୍ୱର ମହିଳାମାନେ ଆଜିକାଲି ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି । ନିଜର ବହୁମୂଖୀ ଭୂମିକା ସହ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ମହିଳାମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ମହିଳମାନଙ୍କ ସ୍ୱାସ୍ଥ୍ୟକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ କେତୋଟି ଖାଦ୍ୟ ଟିପ୍ସ । ସନ୍ତୁଳିତ ଆହାର ନିରୁପଣ କରନ୍ତୁ ଦିନସାରା କାର୍ଯ୍ୟ କରିବା ପାଇଁ ଖାଦ୍ୟରେ ଶ୍ୱେତସାର