ପ୍ଲାଣ୍ଟାର୍ ଫାସାଇଟିସ୍ (ଗୋଡ ତଳିପା ଦରଜ)- Plantar fasciitis by Prof. Dr. Jyotiranjan Parida Rheumatologist Bhubaneswar
ପ୍ରଫେସର ଡା. ଜ୍ୟୋତିରଞ୍ଜନ ପରିଡ଼ା ଡି.ଏମ୍ (କ୍ଲିନିକାଲ୍ ଇମ୍ୟୁନୋଲୋଜି) ବିଭାଗୀୟ ମୁଖ୍ୟ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଭାଗ ସମ୍ ହସ୍ପିଟାଲ, ଭୁବନେଶ୍ୱର ସକାଳୁୁ ଉଠିଳେ ଆପଣଙ୍କ ପାଦତଳ ଗୋଇଠି ଦରଜ ହେଉଛି କି? ବେଡ୍ରୁ ଉଠି ଗୋଡ ତଳେ ରଖିଲେ ଗୋଇଠି ଦରଜ ଲାଗୁଛି କି? ସକାଳୁ ଉଠିବା ପରେ ଆପଣଙ୍କୁ ଛୋଟେଇବାକୁ ପଡୁଛି କି? ଘରେ ଖାଲି ପାଦରେ ଟାଇଲ୍ ଉପରେ ଚାଲିଲେ ଗୋଡ ତଳିପା ଦରଜ ଲାଗୁଛି କି? ଯଦି ହଁ, ତେବେ ଆପଣଙ୍କୁ